Best of Odisha

12 must know facts being an Odia | heritage of Odisha

ଆପଣ ଯଦି ଓଡ଼ିଶାର ଗୌରବ ବିଷୟରେ ଏହି ୧୨ଟି କଥା ଜାଣି ନାହାନ୍ତି ତାହେଲେ ଆପଣ ଓଡ଼ିଆ ନୁହନ୍ତି |

12 must know facts being an Odia

  1. ସାରା ଭାରତରେ ଗୋଟେ ବୋଲି sea surfing ଫେଷ୍ଟିଭାଲ ଓଡିଶା ରେ ହୁଏ |
    The only sea surfing festival takes place in Odisha in India.
  2. ରସଗୋଲା ଜନ୍ମ ଓଡ଼ିଶାରେ |
    The sweet desert popularized by bengoli’s “Rosogolla” was invented in Odisha.
  3. ବିଶ୍ୱର ସବୁଠୁ ବଡ ଅଣ୍ଡା Regional museum of Natural History, ଭୁବନେଶ୍ୱର, ଓଡ଼ିଶାରେ ଅଛି |
    World’s largest egg is found in Regional museum of Natural History, Bhubaneswar Odisha.
  4. ମହାଭାରତ ରାଉରକେଲାର ved vyas ନାମକ ଜାଗାରେ ଲେଖା ହାଇ ଥିଲା |
    The biggest epic in the world “Mahabharata” was written in Ved vyas, Roukela at Odisha.
  5. ସାରା ବିଶ୍ୱରେ ଗୋଟେ ବୋଲି leaning temple ହଉଚି ସମ୍ବଲପୁରରେ ହୁମା ମନ୍ଦିର |
    The only leaning temple in this world Huma Temple in Sambalpur of Odisha.
  6. ବିଶ୍ୱର ସବୁଠୁ ଲମ୍ବା Dam ହେଉଛି ସମ୍ବଲପୁରର ହୀରାକୁଦ Dam |

World’s longest Dam is hirakud dam at Sambalpur Odisha.

  1. Olive Ridley ସାମୁଦ୍ରିକ କେଇଚ ପାଇଁ ବିଶ୍ୱର ସବୁଠୁ ବଡ ଘର ହଉଚି ଗହୀରମଥା beach, କେନ୍ଦ୍ରାପଡା |
    Gahiramatha at kendrapada of Odisha is the shelter to largest number of Olive Ridley Sea Turtles.
  2. Asia ରେ ଥିବା ସବୁଠୁ ବଡ ଗାଁ ହେଉଛି ଭୁବନ , ଢେଙ୍କାନାଳ |
    Bhuvan is the largest village in Asia in Dhenkanal of Odisha.
  3. ଓଡିଶା ଦେଶର ପ୍ରଥମ ଭାଷା ରଚିତ ରାଜ୍ୟ |
    Odisha is first linguistic based state in India.
  4. ଦେଶର ସ୍ୱାଧୀନତା ସଂଗ୍ରାମ ରେ ସହିଦ ହାଇ ଥିବା ସବୁଠୁ କମ ବୟସ ଛୁଆ ହେଉଛି ବାଜି ଯିଏକି ଜଣେ ଦଙ୍ଗା ଚାଲାକ ଥିଲେ |
    Baji a boat boy is the youngest freedom fighter matyr in Indian Struggle for freedom from Odisha.
  5. ବ୍ରିଟିଶ ଶାସନରୁ ଦେଶର ଅନ୍ତିମ ସ୍ୱତନ୍ତ୍ର କ୍ଷେତ୍ର ହେଉଛି ଖୋର୍ଦ୍ଧା |
    Khordha is the last province in India to remain lose independence to British Rule.
  6. ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଓଡିଶାରୁ ହେୟାଇଥିଲା ଯାହାକୁ ପାଇକ ବିଦ୍ରୋହ ବୋଲି ମଧ୍ୟ କୁହନ୍ତି |
    The first struggle of freedom took place at Odisha known as “Paika Bidroh”.
Facebook Comments

Leave a Reply

Your email address will not be published. Required fields are marked *